Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆଗର ପଡା କାଦବରାଙ୍ଗ ଠାରେ ର BT AND BT ବସ ରାସ୍ତା ତଳକୁ ଧସିଲା। ଅଳ୍ପକେ ବର୍ତିଲେ ଯାତ୍ରୀ

Bhadrak Rural, Bhadrak | Aug 22, 2025
ଆଗର ପଡା ରାସ୍ତା ରେ BT AND BT ବସ ରାସ୍ତା ତଳକୁ ଧସିଲା। ସକାଳୁ ମେଘୁଆ ପାଗ କାରଣରୁ ଏମିତି ଘଟିଥିବା ସୂଚନା ମିଳିଥିବା ବେଳେ ଲୋକ ମାନେ ଅଳ୍ପକେ ବର୍ତ୍ତି ଯାଇ ତଳକୁ ଓହ୍ଲାଇ ଆସିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us