Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ମୁନସିପାଲଟି ଗସ୍ତ, ନିର୍ବାହୀ ଅଧିକାରୀଙ୍କ ସହ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା

Koraput Town, Koraput | Sep 3, 2025
କୋରାପୁଟ ବିଧାୟକ ରଘୁରାମ ମାଛ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ କୋରାପୁଟ ମୁନସିପାଲଟି କାର୍ଯ୍ୟାଳୟ ଗସ୍ତ କରିଛନ୍ତି। କୋରାପୁଟ ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରୀପାଠୀ ଓ ସହକାରୀ ନିର୍ବାହୀ ଅଧିକାରୀଙ୍କ ସହ ସହରରେ ଆସନ୍ତା ଦିନରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିବା ଜଣାପଡିଛି। ସହରର ସୋନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି ବିଧାୟକ।
Read More News
T & CPrivacy PolicyContact Us