Install App
shantanupanda7
This browser does not support the video element.
ବଡସାହି: ଜାମଶୂଳିଠାରେ ପହଞ୍ଚି ଦିନ ତମାମ ଡ୍ରନକ୍ୟାମେରା ସାହାଯ୍ୟରେ ବଡାମପୁର ଜଙ୍ଗଲରେ ତୀରବିଦ୍ଧ ହାତୀକୁ ଠାବ କରିବାକୁ ସର୍ଚ୍ଚଅପରେସନ କଲା ବନବିଭାଗ
Barsahi, Mayurbhanj | Aug 25, 2025
ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଠାରେ ତୀର ବିଦ୍ଧ ହାତୀକୁ ଠାବ କରିବାକୁ ବନବିଭାଗ ପକ୍ଷରୁ ସୋମବାର ଦିନ ତମାମ ଡ୍ରନ କ୍ୟାମେରା ସାହାଯ୍ୟରେ ସର୍ଚ୍ଚ ଅପରେସନ କରାଯାଇଥିବା ବେଳେ ଶେଷରେ ଏହି ସର୍ଚ୍ଚ ଅପରେସନକୁ ସୋମବାର ସନ୍ଧ୍ୟା ୬ଟାରେ ଶେଷ କରାଯାଇଛି l ସୂଚନା ମୁତାବକ ବଡାମପୁର ଜଙ୍ଗଲରେ ଥିବା ୩୫ଟିକିଆ ହାତୀପଲ ମଧ୍ୟରୁ ଜଣକୁ କୌଣସି ସନ୍ଦିଗ୍ଧ ତୀରବିଦ୍ଧ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!