This browser does not support the video element.
ସୁନ୍ଦରଗଡ ସହର: ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକ ନିକଟରେ ପ୍ରଶାସନ ଦ୍ବାରା ଜବର ଦଖଲ ଉଚ୍ଛେଦ
Sundargarh Town, Sundargarh | Sep 26, 2025
ଆଜି ସେପ୍ଟେମ୍ବର 26 ତାରିଖ ଶୁକ୍ରବାର ଅପରାହ୍ନ 2 ଟା ପାଖାପାଖି ସମୟରେ ପ୍ରଶାସନ ଏହି ଏହି ଉଚ୍ଛେଦ କରିଛନ୍ତି। ଘଟଣା ସ୍ଥଳରେ ସଦର ତହସିଲଦାର ଓ ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ ପୋଲିସଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରା ଯାଇଛି। ମୁଖ୍ୟ ରାସ୍ତାକୁ ଲାଗି ଏମାନେ ଆବାଦ କରିବା ସହ ସ୍ଥାୟୀ ଗୃହ ନିର୍ମାଣ କରି ଭାରି ଯାନ ମରାମତି କାରବାର ଗ୍ୟାରେଜ କରିଥିଲେ। ଗ୍ୟାରେଜ ଯୋଗୁଁ ବିଜୁ ଏକ୍ସପ୍ରେସ ୱେ ଓ ରାଉରକେଲା - ରାଣୀ ବଗିଚା ରାସ୍ତା ଉପରେ ଅନେକ ସମୟରେ ବଡ଼ ବଡ଼ ଗାଡ଼ି ଠିଆ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏ ନେଇ କେତେକ ସ୍ଥାନୀୟ ବ୍ୟକ୍ତି ଜିଲ୍ଲାପାଳ