This browser does not support the video element.
ସୁନ୍ଦରଗଡ ସହର: ହେମଗିର ପୋଲିସ ଦ୍ବାରା ମନୋହର ପୁର ନିକଟରୁ ଆଉ ଜଣେ ମଦ୍ୟପ ବାଇକ ଚାଳକ ଗିରଫ, ବାଇକ ଜବତ
Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ରାତି 8 ଟା ପାଖାପାଖି ସମୟରେ ଏହି ମଦ୍ୟପ ଚାଳକ ନାଇଟ ପେଟ୍ରୋଲିଂ କରୁଥିବା ପୋଲିସ ଗାଡ଼ି ସମ୍ମୁଖକୁ ଆସି ଧରା ପଡ଼ିଛି। ତେବେ ଗିରଫ ବାଇକ୍ ଚାଳକ ହେଲା - ଶିଭା ପୁରଲେ ଓ ତା ଘର ଛତିଶ ଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲାର ସଲେଇମା ବୋଲି ଜଣା ପଡିଛି। ପୋଲିସ ମଦ୍ୟପ ଚାଳକକୁ ଗିରଫ କରି ଥାନାକୁ ନେବାକୁ ସହ CG -11C-1563 ନମ୍ବର ବିଶିଷ୍ଟ ବଜାଜ ଡିସ୍କଭର ବାଇକ କୁ ଜବତ କରିଛନ୍ତି। ଏ ନେଇ ହେମଗିର ଥାନା କେଶ ନମ୍ବର 425 ରେ ଦଫା 281BNS ଓ 281 MV ଆକ୍ଟ ମାମଲା ରୁଜ୍ଜୁ ହୋଇଛି।