This browser does not support the video element.
କେନ୍ଦ୍ରାପଡା: ଖଜୁରିଆ ଚକଡା ସ୍ମଶାନର ଶୁଭଉଦଘାଟନ କଲେ ବିଧାୟକ ଗଣେଶ୍ୱର ବେହେରା
Kendrapara, Kendrapara | Aug 31, 2025
ଖଜୁରିଆ ଚକଡା ଶ୍ମସାନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏହାକୁ ଲୋକାର୍ପଣ କରିଛନ୍ତି l କାର୍ଯ୍ୟକ୍ରମରେ ପୌରାଧକ୍ଷା ସରିତା ସାହୁ, ଉପାଧକ୍ଷା ଆକବରୀ ଖାତୁନ,ପୌରନିର୍ବାହୀ ଅଧିକାରୀ,ସ୍ଥାନୀୟ ସମାଜସେବୀ ଅଭୟ ପତ୍ରୀ,ବିଭିନ୍ନୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l