Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ଖଲିଆ ବନ୍ଧ ଅଂଚଳ ରୁ ଟ୍ରାକ୍ଟର ଚୋରି ର ଦୃଶ୍ୟ ସିସିଟିଭି ରେ କଏଦ
Sambalpur M, Sambalpur | Sep 8, 2025
ଧନୁପାଲି ଥାନା ଅନ୍ତର୍ଗତ ଖଲିଆ ବନ୍ଧ ଅଂଚଳ ରୁ ଗତ 6 ତାରିଖ ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରି ର ଦୃଶ୍ୟ ସିସିଟିଭି ରେ କଏଦ ହେଇଛି l ଚୋର ମାନେ ଟ୍ରାକ୍ଟର କୁ ଚୋରି ନେଇଥିବା ବେଳ ର ଦୃଶ୍ୟ ଆଜି ଅପରାହ୍ନ ୩ ରୁ ଭାଇରଲ ହେବାରେ ଲାଗିଛି l ସେପଟେ ଏହି ଘଟଣା ରେ ପୋଲିସ ଅଭିଯୁକ୍ତ ମାନଂକୁ ଗିରଫ କରିଥିବା ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!