This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ରୁ ବନ୍ଦ ହେଲା 12ଟି ସୁଇସ ଗେଟ
Sambalpur M, Sambalpur | Sep 6, 2025
ହୀରାକୁଦ ଜଲଭଣ୍ଡାର ରୁ ବନ୍ଦ ହେଲା 12ଟି ସୁଇସ ଗେଟ l ଶନିବାର ରାତି 9 ଟା ବର୍ତ୍ତମାନ ହୀରାକୁଦ ହୀରାକୁଦ ଜଳ ଭଣ୍ଡାର ରେ ଜଲସ୍ତର 626.41ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 3ଲକ୍ଷ 19 ହଜାର 671 କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 2ଲକ୍ଷ 94 ହଜାର 261କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l