This browser does not support the video element.
ଭୁବନ: ଭୁବନ ବ୍ଲକ ବାଲିବୋ ସ୍ଥିତ ପଲ୍ଲୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପ୍ରଥମ ବାର୍ଷକ ଉତ୍ସବ
Bhuban, Dhenkanal | Mar 19, 2024
ବାଲିବୋ ଜଗନ୍ନାଥ ବାର୍ଷିକୋତ୍ସବ ଭୁବନ ତା ୧୯.୩ ଭୁବନ ବ୍ଲକ ବାଲିବୋ ସ୍ଥିତ ପଲ୍ଲୀ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରଥମ ବାର୍ଷିକ ମହୋତ୍ସବ ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ମନ୍ଦିର ପରିଚାଳନା କମିଟି ସଭାପତି ଶିଶିର କୁମାର ଦାସ , ସଂପାଦକ ଯୋଗିନାଥ ବାରଳ ମନ୍ଦିର ପୂଜକ କଳ୍ପତରୁ ମିଶ୍ର, ରଘୁନାଥ ପଣ୍ଡା ପରିଚାଳନା କମିଟି ପୁରୋଧା ବିକଲ ସାମଲ,ସନାତନ କର,ମଳୟ ତ୍ରୀପାଠୀଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଏହି କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରା ସଙ୍କୀର୍ତ୍ତନ ସହ ଅଙ୍କୁରାରୋପଣ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।