Download Now Banner

This browser does not support the video element.

କୋରେଇ: ଥାନା ଅଧିକାରୀଙ୍କ ମହାନତା,ପାଣିକୋଇଲି ଛକରେ ଗାଡି ଧକ୍କାରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ଆଣିଲେ ସ୍ୱାସ୍ଥ୍ୟକେନ୍ଦ୍ର

Korai, Jajpur | Sep 1, 2025
ପାଣିକୋଇଲି ଥାନା ଅଧିକାରୀଙ୍କ ମହାନତା,ପାଣିକୋଇଲି ଛକରେ ଗାଡି ଧକ୍କାରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ଆଣିଲେ ସ୍ୱାସ୍ଥ୍ୟକେନ୍ଦ୍ର l ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ନିଜ ବାପାଙ୍କୁ ନେଇକି ଆସୁଥିଲେ l ହଠାତ ପାଣିକୋଇଲି ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଯୁବକଙ୍କ ବାଇକକୁ ଧକ୍କା ଦେଇଥିଲା l ଫଳରେ ଯୁବକଙ୍କ ବାପା ବାଇକରୁ ଖୋପାଡ଼ି ହେଇ ପଡି ଗୁରୁତର ହେଇଯାଇଥିଲେ l ଏହି ସମୟରେ ପାଣିକୋଇଲି ଥାନା ଅଧିକାରୀ ନିଜ ଗାଡ଼ିରେ ଥାନାକୁ ଯାଉଥିଲେ l
Read More News
T & CPrivacy PolicyContact Us