Download Now Banner

This browser does not support the video element.

କେନ୍ଦ୍ରାପଡା: ଦୁଇଦିନ ବିଦ୍ୟୁତ ବିଚ୍ଛିନ୍ନ: ଓଲଢିରେ ଗ୍ରାମବାସୀଙ୍କ ପକ୍ଷରୁ ଓଲଢି ଛକରେ 53 ନମ୍ବର ଜାତୀୟ ରାଜପଥ ଅବରୋଧ ।

Kendrapara, Kendrapara | Aug 27, 2025
ଓଲଢି ଗ୍ରାମରେ ଦୁଇଦିନ ଧରି ବିଦ୍ୟୁତ ବିଚ୍ଛିନ୍ନ ହେବାକୁ ନେଇ ଗ୍ରାମବାସୀ ମାନେ ଆଜି ସନ୍ଧ୍ୟା ୫.୩୦ରେ ୫୩ ନମ୍ବର ଜାତୀୟ ରାଜପଥର ଓଲଢି ଛକ ନିକଟରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।କିଛି ସମୟ ପରେ ବିଭାଗୀୟ ଅଧିକାରୀ ଙ୍କ ପ୍ରତିଶ୍ରୁତି ଓ ଡେରାବିଶ୍ ପୋଲିସ ର ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।
Read More News
T & CPrivacy PolicyContact Us