Download Now Banner

This browser does not support the video element.

ସୋହେଲା: ସୋହେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବ୍ଳକସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ, ଯୋଗଦାନ କଲେ ସୋହେଲା ବିଇଓ

Sohela, Bargarh (Baragarh) | Sep 8, 2025
ଆଜି ଅପରାହ୍ନ ୨ଟା ରୁ ୪ଟା ପର୍ଯ୍ୟନ୍ତ ସୋହେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ , ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳିତ ହୋଇ ଯାଇଛି । ସୋହେଲା ବିଇଓ ଅମୃତା ସାହୁ ଏହି କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ଯ ବିଷୟରେ ବକ୍ତବ୍ଯ ରଖିଥିଲେ । ଏବିଇଓ ମନୋହର ଉଟୀ ମଧ୍ଯ ଏହି କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସୋହେଲା ବ୍ଲକର ସି ଆର ସି ସି , ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us