Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଗସ୍ତ ରେ ଆସିଛନ୍ତି ଦିଗପହଣ୍ଡି ବିଧାୟକ ତଥା ସୀନେତାରକା ସିଦ୍ଧାନ୍ତ ମହାପାତ୍ର

Jharsuguda, Jharsuguda | Sep 11, 2025
ଝାରସୁଗୁଡା ଗସ୍ତ ରେ ଆସିଛନ୍ତି ଦିଗପହଣ୍ଡି ବିଧାୟକ ତଥା ସୀନେତାରକା ସିଦ୍ଧାନ୍ତ ମହାପାତ୍ର lସୀନେତାରକା ତଥା ଦିଗପହଣ୍ଡି ର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଝାରସୁଗୁଡା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି I ଆଜି ଭୋରରୁ ଟ୍ରେନ ଯୋଗେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଝାରସୁଗୁଡା ରେଳ ଷ୍ଟେସନ ରେ ଓଲ୍ହାଇଥିଲେ I
Read More News
T & CPrivacy PolicyContact Us