Download Now Banner

This browser does not support the video element.

ପୋଲସରା: ବେଲଗାଁରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ

Polasara, Ganjam | Aug 25, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବେଲଗାଁ ପଞ୍ଚାୟତ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବେଲଗାଁ, ଛଞ୍ଚାଣିଆ ପଲ୍ଲୀ, ବଘାଡି, ମଧୁସୂଦନପୁର, ଡିମ୍ବିରିଆ ଆଦି ଗ୍ରାମର ଜନସାଧାରଣ ମାନେ ଶିବିର ରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ |
Read More News
T & CPrivacy PolicyContact Us