This browser does not support the video element.
ବୀରମହାରାଜପୁର: ଉଲୁଣ୍ଡା ସରକାରୀ ବସଷ୍ଟାଣ୍ଡ ନିକଟରୁ କାର ସହ 187 ବୋତଲ କପ୍ ଶିରଫ ଜବତ, ଦୁଇ ଗିରଫ
Biramaharajpur, Subarnapur (Sonepur) | Sep 1, 2025
ଉଲୁଣ୍ଡା ସରକାରୀ ବାସ ଷ୍ଟାଣ୍ଡ କାର ସହ ବିପୁଳ ମାତ୍ରାରେ କପ୍ ଶିରଫ ଜବତ, ଦୁଇ ଗିରଫ l ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ସମୟରେ କୋଟସମାଲେଇ ପଟରୁ ଏକ କାର ଯୋଗେ କପ୍ସୀରଫ ଚୋରା ଚାଲାଣ ହେଉଥିବା ଉଲୁଣ୍ଡା ପୋଲିସ ଖବର ପାଇଥିଲା l ଆଇଆଇସି ଲିଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ନୂତନ ବସଷ୍ଟାଣ୍ଡ ପଛ ପଟ ରାସ୍ତାରେ ଚଢାଉ କରି କାରକୁ ଅଟକାଇ ଥିଲେ l ସେଠାରେ ଯାଞ୍ଚ୍ କଲାପରେ କଫସୀରଫ ଥିବା ଜଣାପଡ଼ିଥିଲା l ଦ୍ରକ୍ସ ଇନ୍ସପେକ୍ଟର ଟିକେଶ୍ୱରି ମାଝି ଏବଂ ଅତିରିକ୍ତ ତହସିଲଦାର ସୋମନାଥ ବେହେରାଙ୍କ ଉପସ୍ଥିତିରେ ଗଣିବା ପରେ 187 ବୋତଲ କଫ ସୀରଫ ଥିବା ଜଣାପଡ଼ିଥିଲା l ସ