Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରୋଫେଟ ମହମ୍ମଦ ଙ୍କ ଜୟନ୍ତୀ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Bhadrak Rural, Bhadrak | Aug 21, 2025
ଭଦ୍ରକ ଜିଲ୍ଲାରେ ପ୍ରୋଫେଟ ମହମ୍ମଦ ଜୟନ୍ତୀକୁ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବାପାଇଁ ଜିଲ୍ଲାପାଳ,ଭଦ୍ରକ ଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା 6 ଘଟିକା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧ୍ୟୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ),ଉପଜିଲ୍ଲାପାଳ,ଡେପୁଟି କଲେକ୍ଟରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us