This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ କଲେଜ ଅଶାନ୍ତ, ବେନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟ ରେ ବିବାଦ ଲାଗିରହିଛି, ଟାୟାର ଜାଳି ଗେଟ ବନ୍ଦ କରିଛନ୍ତି ଛାତ୍ରଛାତ୍ରୀ
Bhadrak Rural, Bhadrak | Sep 9, 2025
ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଗେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ପ୍ରକାରର ବ୍ୟାନର ଲଗେଇବାକୁ ନେଇ ଛାତ୍ର ଅଶାନ୍ତି,ଘଟଣା ସ୍ଥଳରେ ଟାଉନ ପୋଲିସ ମୁତୟନ, ଗୋଟିଏ ଗୋଷ୍ଠୀ କଲେଜ ଗେଟ ସମ୍ମୁଖରେ ଏକ ଵ୍ୟାନର ଲଗାଇଥିଲ ଯେଉଁଥିରେ KILLER GROUP ଲେଖା ଯାଇଥିବାରୁ ଏହାକୁ ପ୍ରତିଵାଦ ହେଵାରୁ ସେ ଵ୍ୟାନର ଖୋଲାଯାଇଥିଲା , ପରେ ଅନ୍ୟ ଗୋଷ୍ଠୀ ଅନ୍ୟ ଏକ ଵ୍ୟାନର ଲଗାଇଥିଲେ ଯେଉଁଥିରେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଲେଖାଯାଇଥିଲା ଏଥିରେ କିନ୍ତୁ ଗେରୁଆ ରଙ୍ଗ ଥିବାରୁ ଅନ୍ୟ ଗୋଷ୍ଠୀ ଵିରୋଧ କରିଥିଲେ,ଏଥିନେଇ ଆଜି ଦିନ 11 t ଗେଟ ସମ୍ମୁଖରେ ଟାୟାର ଜାଳି ବନ୍ଦ କରିଛନ୍ତି ଛାତ୍ରଛାତ୍ରୀ