This browser does not support the video element.
କାମାକ୍ଷାନଗର: ମହୁଲପାଳ ଗାଁରେ ଶନିବାର ୫ଟାରେ ଗଣେଶ ଠାକୁରଙ୍କ ଭଷାଣି ଅନୁଷ୍ଠିତ
Kamakshyanagar, Dhenkanal | Sep 6, 2025
ମହୁଲପାଳ ଗାଁରେ ଶନିବାର ୫ଟାରେ ଗଣେଶ ଠାକୁରଙ୍କ ଭଷାଣି ଅନୁଷ୍ଠିତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମହୁଲପାଳ ଗାଁରେ ଶନିବାର ମହା ଆଡମ୍ବରରେ ଗଣେଶ ପୂଜା ଭଷାଣି ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଗ୍ରାମର ଯୁବକ ମାନେ ପ୍ରଭୁ ଗଣେଶ କୁ ଗାଁ ପରିକ୍ରମା କରି ବିଦାୟ ଦେଇଥିଲେ ।