Download Now Banner

This browser does not support the video element.

ଯାଜପୁର: ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ରେଳ ଧାରଣା ନିକଟରେ ଟ୍ରେନ ଧକ୍କାରେ ଯୁବକ ମୃତ

Jajapur, Jajpur | Sep 5, 2025
ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ରେଳ ଧାରଣା ନିକଟରେ ଟ୍ରେନ ଧକ୍କାରେ ଯୁବକ ମୃତ l ଜଣେ ଯୁବକ ଯାଜପୁର ରୋଡ ରେଳ ଷ୍ଟେସନ ନିକଟ ଚୁନଭାଟି ପ୍ଲଟ ରେଳ ଧାରଣା ପାର ହେଇକି ଯାଉଥିଲେ l ଏହି ସମୟରେ ଏକ ଟ୍ରେନ ଦ୍ରୁତଗତିରେ ଆସି ଯୁବକଙ୍କୁ ଧକ୍କା ଦେଇ ଯାଇଥିଲା l ଫଳରେ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ ହେଇଥିଲା l ମୃତ ଯୁବକ ଜଣଙ୍କ ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଗୌରାଙ୍ଗ ଚାନ୍ଦ ବୋଲି ଜଣା ପଡିଛି l ସେପଟେ ଦୁର୍ଘଟଣା ଖବର ପାଇ ଯାଜପୁର ରୋଡ ଜିଆରପି ଅଧିକାରିଣୀ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l
Read More News
T & CPrivacy PolicyContact Us