Install App
alokbehera42
This browser does not support the video element.
ସୁନ୍ଦରଗଡ ସହର: ବିଭିନ୍ନ ଦାବି ନେଇ ଏସପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କଲେ ବିଜେପି ପ୍ରତିନିଧି ମଣ୍ଡଳୀ
Sundargarh Town, Sundargarh | Jul 24, 2024
ଆଜି ଦିନ ୧୨ ଟା ସମୟରେ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ବିଜେପି ଜ଼ୀଲ୍ଲା ଉପ ସଭାପତି ସୁରେନ୍ଦ୍ର ଭିତ୍ରିଆ ଙ୍କ ନେତୃତ୍ୱରେ ଏସପି ପ୍ରତ୍ୟସୁ ଦିବାକର ଙ୍କୁ ଦେଖା କରିଥିଲେ ଆଉ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ବିଜେପି ନେତା ସୁରେନ୍ଦ୍ର ଭିତ୍ରିଆ ଙ୍କ ସମେତ ବରିଷ୍ଠ ଆଇନଜୀବୀ ପ୍ରଭାତ ନନ୍ଦ, ବିଜେପି ଯୁବନେତା ସୁମନ୍ତ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!