Install App
nihar20051981
This browser does not support the video element.
କେନ୍ଦ୍ରାପଡା: କଳସପୁର ରନ୍ଧନ ଗ୍ୟାସ ଦୋକାନରୁ ଆଜବେଷ୍ଟସ ତାଡି ନଗଦ ଟଙ୍କା ଓ ଟାଙ୍କି ଚୋରି ଘଟଣା, ପୋଲିସର ତଦନ୍ତ ଆରମ୍ଭ ଓ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା
Kendrapara, Kendrapara | Aug 25, 2025
କଳସପୁର ରନ୍ଧନଗ୍ୟାସ ଦୋକାନରୁ ଆଜବେଷ୍ଟସ ତାଡି ନଗଦଟଙ୍କା ଓ ଗ୍ୟାସଟାଙ୍କିଙ୍କୁ କେତେକ ଦୁର୍ବୁତ୍ତ ଚୋରୀ କରିନେଇଛନ୍ତି l ଥାନାରେ ମାମଲା ରୁଜୁ ହେବାପରେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି l ଅପରପକ୍ଷେ ଦୋକାନ ମାଲିକ ପ୍ରକାଶ ରାଉତ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!