Download Now Banner

This browser does not support the video element.

ଲାଞ୍ଜିଗଡ: ଲାଞ୍ଜିଗଡ଼ ବିଶ୍ଵନାଥ ପୁର ସମେତ ଗଡ଼ଜାତ ଅଞ୍ଚଳରେ ନୂଆଁ ଖାଇ ଧୁମଧାମରେ ପାଳନ।

Lanjigarh, Kalahandi | Sep 2, 2025
ଲାଞ୍ଜିଗଡ଼ ବ୍ଲକ ର ଲାଞ୍ଜିଗଡ ରୋଡ଼ ପନ୍ଚାୟତ ର ସିକେରକୁପା, ବିଶ୍ଵନାଥ ପୁର, ପନ୍ଚାୟତ ଚମ୍ପା ଦେଇ ପୁର ପଞ୍ଚାୟତ ଲାଞ୍ଜିଗଡ, ବସନ୍ତ ପଡା,ଛତ୍ରପୁର ଜଗନ୍ନାଥ ପୁର,ତ୍ରିଲୋଚନ ପୁର,ସମେତ ବିଭିନ୍ନ ପନ୍ଚାୟତ ର ଗାଁ ଠାରେ ଆଜି ପୂର୍ବାହ୍ନ ଏଗାରଟା ସମୟରେ ନିତି ନିତି ଅନୁସାରେ ନିଜ ନିଜ ଗ୍ରାମ ଦେବତୀ ଙ୍କ ଠାରେ ପୂଜାର୍ଚ୍ଚନା କରି ଭୋଗ ଲଗାଇ ନବାନ୍ନ ଭକ୍ଷଣ କରି ଘର ଘର ବୁଲି ନୂଆଁ ଖାଇ ଜୁହାର ବଡ ମାନଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଗଡ଼ଜାତ ଅଞ୍ଚଳରେ ମହାଆଡମ୍ବର ପାଳିତ ହୋଇଯାଇଛି।
Read More News
T & CPrivacy PolicyContact Us