This browser does not support the video element.
ବଡସାହି: ଭାଲୁକଚୁଆ -ଆଣୁଆ କେନାଲ ରାସ୍ତାରେ ଚଢାଉକରି ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଜବତ ସମେତ ଚାଳକକୁ ଗିରଫକଲା ପୁଲିସ
Barsahi, Mayurbhanj | Sep 7, 2025
ବେତନଟୀ ରେଞ୍ଜ ଅଧୀନ ଭାଲୁକଚୁଆ -ଆଣୁଆ କେନାଲ ରାସ୍ତାରେ ଚଢ଼ାଉକରି ରବିବାର ଅପରାହ୍ନ ସାଢେଚାରିଟାରେ ଚୋରା କାଠ ବୋଝେଇ ପିକଅପ ଭ୍ୟାନ ସମେତ ଚାଳକକୁ ଗିରଫକଲା ପୁଲିସ l ସୂଚନା ମୁତାବକ ଚୋରା କାଠ ଚାଲାଣ ହେଉଥିବାର ଖବରପାଇ ପୁଲିସ ପେଟ୍ରୋଲିଙ୍ଗ ଟିମ ଭାଲୁକଚୁଆ -ଆଣୁଆ କେନାଲ ରାସ୍ତାରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ଓଡି -୩୪ୟୁ -୮୯୬୭ ନମ୍ବର ବିଶିଷ୍ଟ କାଠ ବୋଝେଇ ପିକଅପ ଭ୍ୟାନକୁ କାବୁ କରିଥିଲେ l