This browser does not support the video element.
ମୋହନା: ମୋହନା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଗ୍ରାମ ସମ୍ପଦ ସେବକ ମାନଙ୍କୁ ସମାଜିକ ଅଡିଟ ପ୍ରଶିକ୍ଷଣ
Mohana, Gajapati | Sep 6, 2025
ଗ୍ରାମୀଣ ବିକାଶରେ ସମାଜିକ ଅଡିଟ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଯୋଜନାଗୁଡ଼ିକ ଲୋକମାନଙ୍କ ପାଖକୁ ସଠିକ ଭାବରେ ପହଞ୍ଚୁଛି କି ନାହିଁ, ଏହାର ନିରୀକ୍ଷଣ ପାଇଁ ଗ୍ରାମ ସମ୍ପଦ ସେବକମାନଙ୍କୁ ନେଇ ଆଜି ଦିନିକିଆ ପ୍ରଶିକ୍ଷଣ ଦିଆ ଯାଇଛି। ଆଜି ଦିନ ଗୋଟାଏ ସମୟରେ ମୋହନା ବ୍ଲକ୍ କନ୍ଫରେନ୍ସ ହଲ୍ରେ ଗୋଟିଏ ଦିନର ରିଫ୍ରେସର୍ ଟ୍ରେନିଙ୍ଗ୍ ଆୟୋଜିତ କରାଯାଇଥିଲା। ଯାହାକୁ ନେଇ ଆଜି ଦିନ ଗୋଟାଏ ସମୟରେ ଦେଖିବାକୁ ମିଳିଥିଲା