Download Now Banner

This browser does not support the video element.

ବିଞ୍ଝାରପୁର: ସିଙ୍ଗଡ଼ା ବଣିଆଗଡିଆ ନିକଟରୁ ପାଣିକୋଇଲି ପୋଲିସ ଦ୍ୱାରା ମଙ୍ଗଳବାର ଚୋରା ବାଇକ ଜବତ,ପୋଲିସ ତଦନ୍ତ ଆରମ୍ଭ

Binjharpur, Jajpur | Sep 23, 2025
ସିଙ୍ଗଡ଼ା ବଣିଆଗଡିଆ ନିକଟରୁ ପାଣିକୋଇଲି ପୋଲିସ ଦ୍ୱାରା ମଙ୍ଗଳବାର ଚୋରା ବାଇକ ଜବତ,ପୋଲିସ ତଦନ୍ତ ଆରମ୍ଭ l ସଖାଳୁ ସିଙ୍ଗଡ଼ା ବଣିଆଗଡିଆ ରାସ୍ତାରେ ଏକ ବାଇକ ଠିଆ ହେଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ତେବେ ରାତି ପର୍ଯ୍ୟନ୍ତ ଏହି ବାଇକକୁ କୌଣସି ଲୋକ ନେବାକୁ ନ ଆସିବାରୁ ଗ୍ରାମବାସୀ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ l ପାଣିକୋଇଲି ପୋଲିସ ଖବର ପାଇ ବଣିଆଗଡିଆ ନିକଟରେ ପହଂଚି ବାଇକକୁ ଜବତ କରିଥିଲେ l ତେବେ ଏହି ବାଇକ କାହାର ଆଉ କଉ ପରିସ୍ଥିତି ରେ ଏଠି ରହିଲା ସ୍ପଷ୍ଠ ହେଇନାହିଁ l
Read More News
T & CPrivacy PolicyContact Us