This browser does not support the video element.
ତଲସରା: ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରାରମ୍ଭିକ ଚିକିତ୍ସା କର୍ମଶାଳା
Talasara, Sundargarh | Sep 13, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ପ୍ରାରମ୍ଭିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡଃ ଅବିନାଶ ପାଣିଗ୍ରାହୀ ଅଂଶଗ୍ରହଣ କରି ଏହି କର୍ମଶାଳାରେ ଲକ୍ଷ ଓ ଉଦ୍ଧେଶ୍ୟ ବିଷୟରେ ଆଲୋଚନା କରିଥିଲେ।ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।