Download Now Banner

This browser does not support the video element.

ନୟାଗଡ: ଦକ୍ଷିଣକାଳୀ ମନ୍ଦିର ସମ୍ମାନାରେ ଦୁଇ କାର ମୁହାଁମୁହିଁ ଧକ୍କା ଦୁଇ ଗୁରୁତର, ଜଣକ ଘରେ ପଶିଲା କାର

Nayagarh, Nayagarh | Aug 27, 2025
ଦୁଇ କାର ମୁହାଁମୁହିଁ ଧକା, ଦୁଇ ଗୁରୁତର। ସୂଚନା ମୁତାବକ ଆଜି ରାତି 9 ଘଟିକା ସମୟରେ ନୟାଗଡ ଦକ୍ଷିଣକାଳୀ ସମ୍ମୁଖରେ କୌଣସି କାରଣରୁ ଦୁଇ କାର ମୁହାଁମୁହିଁ ଧକା ହୋଇଥିଲା ଫଳରେ ଦୁଇ ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ଏତେ ଜୋର୍ ଥିଲାଯେ ଏକ କାର ପାଖରେ ଥିବା ଜଣଙ୍କ ଘରେ ପଶିଯାଇଥିଲା। ତେବେ ଦୁର୍ଘଟଣା ସ୍ଥଳରେ ପ୍ରବଳ ଲୋକ ଥିବାର ଦେଖିବାକୁ ମିଳିଛି , ରାସ୍ତା ସମ୍ପୂର୍ଣ ଭାବେ ଜମା ମଧ୍ୟ ହୋଇଛି। ତେବେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘରେ ପଶିଥିବା କରା କୁ ବଡ ମେସିନ ସାହାଯ୍ୟରେ ବାହାର କରୁଥିବାର ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us