This browser does not support the video element.
ଝାରସୁଗୁଡା: ଭୁଲିଆଟିକ୍ରାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 1, 2025
ଝାରସୁଗୁଡା ଜିଲ୍ଲା ଭୁଲିଆଟିକ୍ରାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ସୋମବାର ସନ୍ଧ୍ୟା ପ୍ରାୟ ୭ ଟା ରୁ ରାତି ୧୦ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଶ୍ରୀରାମ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ନାଚ, ଗୀତ, ବାଜାରେ ମଞ୍ଚ ଦୁଲକିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲା ଏବଂ ଜିଲ୍ଲା ବାହାରୁ କଳାକାରମାନେ ନିଜ କଳା ପ୍ରଦର୍ଶନ କରିଥିବାବେଳେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ପରମ୍ପରା ବିଷୟରେ କମିଟି ପକ୍ଷରୁ ଅବଗତ କରାଯାଇଥିଲା l