Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଚିନ୍ମୟ ମିଶନ ଦ୍ବାରା ହେବାକୁଥିବା ଗୀତାପାଠ ଉତ୍ସବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗ୍ରାନ ପାର୍କରେ ଆଲୋଚନା କଲେ ସଦସ୍ୟ
Sambalpur M, Sambalpur | Aug 28, 2025
ଆଗାମୀ ଦିନରେ ସମ୍ବଲପୁର ଚିନ୍ମୟ ମିଶନ ଦ୍ବାରା ପରିଚାଳିତ ହେବାକୁଥିବା ଗୀତାପାଠ ଉତ୍ସବକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟୋଙ୍କୁ ଗ୍ରୀନ ପାର୍କ ଠାରେ ଚିନ୍ମୟ ମିଶନ କମିଟିର ସଦସ୍ୟ ମାନେ ସାକ୍ଷାତ କରିଥିବା ସୂଚନା ମିଳିଛି l ବିଷ୍ଣୁପ୍ରିୟା ନନ୍ଦ ସରସ୍ୱତୀ ଜି ଙ୍କ ନେତୃତ୍ବରେ କାର୍ଯ୍ୟ କ୍ରମ କିପରି ସଫଳ ହେବ ଏଵଂ ମନ୍ତ୍ରିଙ୍କ ସହଭାଗିତା ରହିବ ସେ ନେଇ ଆଲୋଚନା କରାଯାଇଥିଲା l ସେପଟେ ମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ମିଳିବା ପରେ ସମସ୍ତେ ଉତ୍ସାହିତ ହୋଇ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!