This browser does not support the video element.
ମୋହନା: କମଳାପୁର ଗାଁ ରେ ବ୍ୟାପକ ମକା ଫସଲ ନଷ୍ଟ କରି ଦେଇଛି ବାରହା, ଚିନ୍ତାରେ ଚାଷୀ
Mohana, Gajapati | Sep 5, 2025
କମଳାପୁର ଗାଁ ରେ ବ୍ୟାପକ ମକା ଫସଲ ନଷ୍ଟ କରି ଦେଇଛି ବାର୍ହା ବ୍ୟାପକ ମକା ଫସଲ ନଷ୍ଟ କରି ଦେଇଛି ବାରହା l ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀକୁଳ l ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା l ଗାଁରେ ବହୁ ଚାଷୀ ହେକ୍ଟର ହେକ୍ଟର ଜମିରେ ମକା ଚାଷ କରି ଦୁଇ ପଇସା ଅର୍ଥ ଉପାର୍ଜନ କରିଥାନ୍ତି l ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା