Download Now Banner

This browser does not support the video element.

ଉମରକୋଟ: କାଳବୈଶାଖୀ ପ୍ରଭାବରେ ରାଇଘର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭାଙ୍ଗିଲା ଗଛ, ଯାତାୟତ ବାଧାପ୍ରାପ୍ତ

Umarkote, Nabarangpur | Jun 11, 2024
ରାଇଘର ରେ କାଳବୈଶାଖୀ ର ପ୍ରଭାବ ଭାଙ୍ଗିଲା ଗଛ। ଆଜି ଅପରାହ୍ନ 3.30 ମିନିଟ ରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା ଫଳରେ ରାସ୍ତା କଡ଼ରେ ଥିବା ଗଛ ଭାଙ୍ଗିପଡିଥିଲା ଉଭୟ ପାର୍ଶ୍ଵ ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି
Read More News
T & CPrivacy PolicyContact Us