Download Now Banner

This browser does not support the video element.

ଯାଜପୁର: ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ 35 କୋଟି,ଉମାପଦା କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଲେ ବିଧାୟକ

Jajapur, Jajpur | Sep 7, 2025
ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ 35 କୋଟି,ଉମାପଦା କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଲେ ବିଧାୟକ ଆକାଶ ଦାସନାୟକ l ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମର କିକାଶ ପାଇଁ ଅନେକ ଦିନ ହେବ କ୍ରୀଡ଼ାବିତ ମାନେ ଦାବୀ କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି କୋରେଇ ବିଧାୟକ ଶ୍ରୀ ଦାସନାୟକଙ୍କ ଉଦ୍ୟମ ଫଳରେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ଷ୍ଟାଡିୟମର ବିକାଶ ପାଇଁ ଆରମ୍ଭ ହେଉଛି ଯୋଜନା l ସେପଟେ ଏହି ଷ୍ଟାଡିୟମର ରୂପରେଖ କିଭଳି ରହିବ ସୂଚନା ଦେଇଛନ୍ତି ଶ୍ରୀ ଦାସନାୟକ l
Read More News
T & CPrivacy PolicyContact Us