This browser does not support the video element.
ଟିଟିଲାଗଡ: ନାନାଝର ରେଳ ଲାଇନ କଡ଼ରେ ପଡ଼ିଛି ଜଣେ ମହିଳାଙ୍କ ମୃତ ଦେହ - ରେଳବାଇ ପୋଲିସ ପହଞ୍ଚି କରୁଛି ଅନୁସନ୍ଧାନ
Titlagarh, Balangir | Sep 6, 2025
ଟିଟିଲାଗଡ଼ରୁ ବଲାଙ୍ଗିର ଯିବା ରାସ୍ତା ନାନାଝର ଗ୍ରାମ ନିକଟ ରେଳ ଲାଇନରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ତେବେ କାଲି ରାତି ନ ଟା ସମୟରୁ ସ୍ବାଧିନ ପଡ଼ାର ବୈଷ୍ଣବି ବିହାରର ଜନେ ମହିଳା ଘରୁ କୁଆଡେ ଚାଲି ଯାଇଥିବା ଖବର ମିଳୁଛି। ତେବେ ସେ ମହିଳା ଜଣକ କିଏ ? ଟ୍ରେନ ସାମ୍ନାକୁ ଡେଇଁ କାହିଁକି କଲେ ଆତ୍ମହତ୍ୟା, ତେବେ କେଉଁ କାରଣରୁ ଏଭଳି ଚରମ ନିଷ୍ପତି ନେଲେ ମହିଳା ? ପୋଲିସ ତଦନ୍ତରୁ ଜଣାପଡିବ। ସେ ମୃତ ମହିଳା ଜଣକ ବୈଷ୍ଣବୀ ବିହାରର ମହିଳା କି ? ଅପେକ୍ଷା ପୋଲିସର ତଦନ୍ତ ଉପରେ।