Download Now Banner

This browser does not support the video element.

ଝାରସୁଗୁଡା: ଗୁମାଡେରା ମାର୍କେଟ ବଏଚ ଆସୋସିଏସନ୍ ଦ୍ୱାରା ଧୁମଧାମ ରେ ଗଣେଶ ପୂଜା ପାଳନ କରାଯାଉଛି

Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗୁମାଡେରା ମାର୍କେଟ ବଏଚ ଆସୋସିଏସନ୍ ଦ୍ୱାରା ଧୁମଧାମ ରେ ଗଣେଶ ପୂଜା ପାଳନ କରାଯାଉଛି l ଚଳିତ ବର୍ଷ ଏହି ପୂଜା ୨୫ବର୍ଷରେ ପହଂଚିଛି l ପୂଜା ପାଇଁ ଗୁମାଡେରା ଉତ୍ସବମୁଖର ହୋଇଥିବାବେଳେ ଆଜି ସନ୍ଧ୍ୟା ୭ ଟା ୩୦ରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଙ୍କ ସହ ଦୁର୍ଗେଶ ମହାନ୍ତି ଏବଂ ଶତାଧିକ ଶ୍ରଦ୍ଧାଳୁ ଏହି ପୂଜା ରେ ଯୋଗଦେଇଥିଲେ l ଗଜାନନ ଙ୍କ ଦର୍ଶନ କରି ଜୀବଜଗତ ର କଲ୍ୟାଣ କାମନା କରିଥିଲେ l ଗୁମାଡେରା ରେ ଶ୍ରୀଗଣେଶ ପୂଜାକୁ ବିଶେଷ ଉତ୍ସାହର ସହିତ ପାଳନ କରାଯାଉଛି l
Read More News
T & CPrivacy PolicyContact Us