This browser does not support the video element.
ଉମରକୋଟ: ମିଶନ ଶକ୍ତି ଓ ରାଇଘର ପଞ୍ଚାୟତ ସମିତି କଲେଜର ମିଳିତ ଆନୁକୂଲ୍ୟରେ କଲେଜ ପଡିଆରେ ବୃକ୍ଷ ରୋପଣ
Umarkote, Nabarangpur | Jun 25, 2024
ମିଶନ ଶକ୍ତି ଓ ରାଇଘର ପଞ୍ଚାୟତ ସମିତି କଲେଜ ର ମିଳିତ ଆନୁକୁଲ୍ୟରେ କଲେଜ ପଡିଆ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ବିଡ଼ିଓ ଲକ୍ଷ୍ମୀସାଗର ମାଝୀ,କଲେଜ ଅଧ୍ୟକ୍ଷ ପରୀକ୍ଷିତ ସାହୁ ତଥା ଅନ୍ୟାନ୍ୟ ମିଶନ ଶକ୍ତି ମା ମାନେ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ