Download Now Banner

This browser does not support the video element.

କୋରେଇ: କୋରେଇ କଂଗ୍ରେସ ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ

Korai, Jajpur | Sep 10, 2025
କୋରେଇ କଂଗ୍ରେସ ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l କୋରେଇ କଂଗ୍ରେସ ସଂଗଠବ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ l ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ କୋରେଇ କଂଗ୍ରେସ ପକ୍ଷରୁ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସେଣ୍ଟ୍ରାଲ ଅବଜର୍ଭ ଚାରୁଲତା ଟୋକସ ଯୋଗଦେଇ କିଭଳି କୋରେଇ ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us