This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବନ୍ତ ବ୍ଲକ ଗୋପୀନାଥପୁର ରେ ଶିଆଳ ଆକ୍ରମଣରେ ଦୁଇ ଶ୍ରମିକ ଗୁରୁତ୍ତର
Bhadrak Rural, Bhadrak | Sep 8, 2025
ଶିଆଳ ଆକ୍ରମଣରେ ଦୁଇ ଶ୍ରମିକ ଗୁରୁତ୍ତର,କାମ କରିବାକୁ ଯାଉଥିବା ବେଳେ ଝାମ୍ପି ପଡିଲା ଶିଆଳ। ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ତାଜିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ କୁକୁଡ଼ା ଫାର୍ମରେ କାମ କରିବାକୁ 5 ଜଣ ଶ୍ରମିକ ଏକ ବିଲ ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ଶିଆଳ ଦୌଡ଼ି ଆସି ଝାମ୍ପ ମାରିଥିଲା। ଅନ୍ୟ ତିନି ଜଣ ଶ୍ରମିକ ଖସି ଯାଇଥିବା ବେଳେ 2 ଜଣଙ୍କୁ କାମୁଡି ଗୁରୁତ୍ତର କରିଛି ଶିଆଳ।ଗୁରୁତ୍ତର ଦୁଇ ଜଣ ହେଲେ ବାପୁନୁ ମୁଣ୍ଡା ଓ ରଘୁ ସିଂହ। ଉଭୟଙ୍କୁ ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ଅଛନ୍ତି, ଏହି ଖବର ଆଜି ଦିନ 3 ଟାରେ ହସ୍ତଗତ ହୋଇଛି