Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଜିଲ୍ଲା ପରିଷଦ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ

Jharsuguda, Jharsuguda | Sep 12, 2025
ଝାରସୁଗୁଡା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଜିଲ୍ଲା ପରିଷଦ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଆଜି ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ରୁ ୪ ଟା ଯାଏଁ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାଣ କରିଥିବା ଏହି ସମୀକ୍ଷା ବୈଠକରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ଏମ୍.ଜି.ଏନ.ଆର.ଜି.ଏସ୍., ଗ୍ରାମୀଣ ଆବାସ ଯୋଜନା ଏବଂ ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟକ୍ରମ ତ୍ଵରାନ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କ ବିଭାଗୀୟ ଅଧିକାରୀ ମାନଂକୁ ନିର୍ଦେଶ ଦେଇଛନ୍ତି l
Read More News
T & CPrivacy PolicyContact Us