Install App
publicnewskoraput
This browser does not support the video element.
କୋରାପୁଟ ସହର: ପ୍ରୋଫେଟ୍ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ କୋରାପୁଟ ମୁସଲିମ ସମ୍ପ୍ରଦାୟ ତରଫରୁ ସହରରେ ଶୋଭାଯାତ୍ରା
Koraput Town, Koraput | Sep 5, 2025
ପ୍ରୋଫେଟ୍ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ କୋରାପୁଟ ମୁସଲିମ ସମ୍ପ୍ରଦାୟ ତରଫରୁ ସହରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ମସଜିଦ ନିକଟରେ ସମାପନ ହୋଇଥିଲା ଆୟୋଜିତ ଉତ୍ସବ କାର୍ଯ୍ୟକ୍ରମରେ ଦିନ ୧୨ଘଣ୍ଟା ସମୟରେ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ ଯୋଗ ଦେଈ ଭାଇ ଚାରାର ସହରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!