Download Now Banner

This browser does not support the video element.

ପୋଲସରା: ପୋଲସରା ରେ ପାଳିତ ହେଲା ଡ୍ରାଇଭର ପ୍ରତିଷ୍ଠା ଦିବସ,ମଥୁରା ଶିବମନ୍ଦିର ଠାରୁ ବାହାରିଲା ବିରାଟ ବାଇକ୍ ଶୋଭାଯାତ୍ରା

Polasara, Ganjam | Sep 1, 2025
ଓଡ଼ିଶା ଡ୍ରାଇଭର ମହାସଂଘର ଆଜି ହେଉଛି ପ୍ରତିଷ୍ଠା ଦିବସ l ପ୍ରତିଷ୍ଠା ଦିବସ ରେ ଲୋକଙ୍କୁ ସଚେତନତା କରିବା ଲାଗି ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂଘ ର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ମଥୁରା ଗ୍ରାମ ଶିବ ମନ୍ଦିର ଠାରି ଏକ ବିରାଟ ବାଇକ୍ ଶୋଭାଯାତ୍ରା ବାହାରି ପୋଲସରା ସହର ଦେଇ ଲକ୍ଷ୍ମଣପଲ୍ଲୀ, ମହୁଲପଲ୍ଲୀ, ବରଗାଁ ଛକ, ନୂଆଁପଲ୍ଲୀ,ଦଶମାଇଲି , ନରସିଂହପଲ୍ଲୀ,ଚିରିକିପଡା ଶାସନ ହୋଇ ଭାବରଡା ଶିବ ମନ୍ଦିର ରେ ପହଞ୍ଚି ଥିଲା l
Read More News
T & CPrivacy PolicyContact Us