Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିରାଗୁଡା ଗ୍ରାମ ନିକଟରେ ଦୁଇଟି କାର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା, ଜଣେ ଗୁରୁତର ଆହତ ଓ ୫ଜଣ ସାମନ୍ୟ ଆହତ

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ର ସିରାଗୁଡା ଗ୍ରାମ ନିକଟ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ରେ ଦୁଇଟି କାର ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ପ୍ରଥମେ ମାଥିଲି ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Read More News
T & CPrivacy PolicyContact Us