This browser does not support the video element.
ନୟାଗଡ: ଦଶପଲ୍ଲା ବ୍ଲକ୍ ସଭା ଗୃହ ପରିସରରେ ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
Nayagarh, Nayagarh | Sep 13, 2025
ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଆଜି ତା ୧୩.୯.୨୦୨୫ ରିଖ ଦିନ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଦ୍ବାରା ଦଶପଲ୍ଲା ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ,ମଣ୍ଡଳ ଉନ୍ନୟନ ଅଧିକାରୀ, ଦଶପଲ୍ଲା ଓ ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ଼ ଶୁଭାରମ୍ଭ କରିଥିଲେ |ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା ବ୍ଲକର ମୋଟ ୧୧୦ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମ