Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ଼ ଆଡମ୍ବରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମଦିନ

Paralakhemundi, Gajapati | Sep 5, 2025
ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ଼ ଆଡମ୍ବରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମଦିନ ଗଜପତି ଜିଲ୍ଲାର ମୋହନା, କାଶୀନଗର, ଗୋଷାଣି ସମେତ ଜିଲ୍ଲାର ସମସ୍ତ ମୁସଲମାନ ଭାଇ ଭଉଣୀ ମାନେ ଆଜି ବଡ଼ ଉତ୍ସାହ ର ସହିତ ପାଳନ କରିଛନ୍ତି ପଫେଟ୍ ମହମ୍ମଦଙ୍କ ଜନ୍ମଦିନ । ଯାହାକୁ ମିଲାଦୁଲ ନବି ମଧ୍ଯ କୁହାଯାଏ । ଏହି ଦିନକୁ ପାଳନ କରିବା ପାଇଁ ସଂପ୍ରଦାୟର ପିଲା ଠାରୁ ବୟସ୍କ ପର୍ଯ୍ଯନ୍ତ ସମସ୍ତେ ବଡ଼ ଆତୁରରେ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ତାହା ପୁଣି ଶୁକ୍ରବାର ରେ ପଡିଛି ଯାହାକି ଏକ ବଡ ସଂଯୋଗ ବୋଲି କୁହା ଯାଇଛି। ସେଥିପାଇଁ ଭାଇ ଭଉଣୀ ମାନଙ୍କ ଖୁସି ଦ୍ବୀଗୁଣିତ ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us