Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଏକରି ଅଞ୍ଚଳ ରେ ମହାବଳ ବାଘ ଆତଙ୍କ ଭାଇରାଲ୍ ଭିଡିଓ କୁ ନେଇ ତନାଘନା କରୁଛି ବନ ଵିଭାଗ

Nabarangapur PS, Nabarangpur | Aug 22, 2025
ଏକରି ଅଞ୍ଚଳ ରେ ମହାବଳ ବାଘ ଆତଙ୍କ ଭାଇରାଲ୍ ଭିଡିଓ କୁ ନେଇ ତନାଘନା କରୁଛି ବନ ଵିଭାଗ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ବନାଞ୍ଚଳ ରେ ଦେଓଡ଼ଙ୍ଗରି ରିଜର୍ଭ ଫରେଷ୍ଟ ଅଞ୍ଚଳର ଏକରି, ଏବଂ ଲାଣ୍ଡୁଗୁଡା, ତାରଗାଁ, ମିରମିଣ୍ଡା, ବାଲେଙ୍ଗା ଅଂଚଳରେ ଗତ କିଛି ଦିନ ହେବ କିଛି ଲୋକ ବାଘ ଦେଖି ଥିବା କହୁଛନ୍ତି । ବାଘ ରଡି ଶୁଣୁ ଥିବା କଥା ଚର୍ଚା ହେଉ ଥିବା ବେଳେ ଶୁକ୍ରବାର ସକାଳୁ ଏକୋରି ଛକ ରେ ଏକ ମହାବଳ ବାଘ ରାସ୍ତା ପାର କରୁଥିବା ଫୋଟୋ ଭାଇରାଲ ହେବାରେ ଲାଗିଛି।ଏହା ପରେ ଅଂଚଳରେ ବାଘ ର ଆତଙ୍କ ଖେଳିଯାଇଛି।
Read More News
T & CPrivacy PolicyContact Us