This browser does not support the video element.
ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସ ଦ୍ବାରା ରାବଣ ଡିହି ବୁଟୁପଡ଼ା ନିକଟରୁ ଜଣେ ଗଞ୍ଜେଇ ଚାଲାଣ କାରୀ ଗିରଫ, 6 kg ଗଞ୍ଜେଇ ସହ ବାଇକ ଓ ଟଙ୍କା ଜବତ
Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ଶନିବାର ରାତି 10 ଟା ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ଧରୁଆ ଡିହି ପୋଲିସ। ଗିରଫ ଅଭିଯୁକ୍ତ ହେଲା - ସୁବ୍ରତ ଭିତ୍ରିଆ ଓ ତା ଘର ଧରୁଆ ଡିହି ଥାନା ଅନ୍ତର୍ଗତ ବିଜାଡିହି। ଆଜି ସେ ଗଞ୍ଜେଇ ନେଇ ଚାଲାଣ କରିବାକୁ ଯାଉଥିଲା ବେଳେ ଧରୁଆ ଡିହି ପୋଲିସକୁ ଖବର ମିଳିଥିଲା , ଖବର ମୁତାବକ ଧରୁଆ ଡିହି ପୋଲିସ ଅଭିଯୁକ୍ତକୁ ରାବଣଡିହି ବୁଟ୍ଟୁ ପଡ଼ା ନିକଟରୁ ଗିରଫ କରିବା ସହ ତା ନିକଟରୁ 6 କେଜି ଓଜନର ଗଞ୍ଜେଇ, ନଗଦ 17 ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ OD -23F -8367 ନମ୍ୱର ବିଶିଷ୍ଟ ବାଇକ କୁ ଜବତ କରିଛନ୍ତି। ତେବେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ