Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ଯ୍ୟାଳୟରେ ବିଧାୟିକା ଓ ମେୟରଙ୍କ ମଧ୍ୟରେ ବାକଯୁଦ୍ଧ, ପରସ୍ପର ବିରୋଧରେ ଲଗେଇଲେ ଆରୋପ ପ୍ରତ୍ୟାରୋପ

Cuttack M Corp PS, Cuttack | Aug 26, 2025
କଟକ ଚୌଧୁରୀ ବଜାର ସ୍ଥିତ କଟକ ମହାନଗର ନିଗମ କାର୍ଯ୍ୟାଳୟରେ କଟକ ସହର ପ୍ରସଙ୍ଗରେ କଟକ ବାରବାଟୀ ବିଧାୟିକା ସୋଫିଆ ଫର୍ଦ୍ଦୋସ ଓ ସିଏମସି ମେୟର ସୁବାସ ସିଂଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଛି। ଉଭୟ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲଗେଇଛନ୍ତି। ମଙ୍ଗଳବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ ସିଏମସି କାର୍ଯ୍ୟାଳୟରେ ଏହି ଆରୋପ ପ୍ରତ୍ୟାରୋପ ଲଗେଇଛନ୍ତି ଉଭୟ ବିଧାୟିକା ଓ ମେୟର।
Read More News
T & CPrivacy PolicyContact Us