This browser does not support the video element.
ଲାଞ୍ଜିଗଡ: କାକଭଟା ସ୍ଥିତ ଡିସି ଠାରେ ଲାଞ୍ଜିଗଡ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଓ ସମିକ୍ଷା ବୈଠକ ଅନୁଷ୍ଠିତ ଯୋଗଦେଲେ ପୂର୍ବତନ ମନ୍ତ୍ରୀ।
Lanjigarh, Kalahandi | Aug 22, 2025
ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇ ଥିବା ବିଧାୟକ ପ୍ରାଥି ମାନଙ୍କ ପରାଜୟ କୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏହାକୁ ନେଇ ଦଳ ପକ୍ଷରୁ ବିଭିନ୍ନ ବ୍ଲକ ଓ ପନ୍ଚାୟତ ମାନଙ୍କରେ ଚାଲିଛି ସମୀକ୍ଷା ବୈଠକ।ଏହି କ୍ରମରେ ଆଜି ଶୁକ୍ରବାର ଦିବା ବାର ଘଣ୍ଟା ରୁ ଅପରାହ୍ନ ଚାରିଟା ଘଣ୍ଟା ସମୟ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପନ୍ଚାୟତ ଅନ୍ତର୍ଗତ କାକଭଟା ସ୍ଥିତ ଡିସି ଠାରେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।