This browser does not support the video element.
ଯାଜପୁର: ଦୁଦୁରାଅଣ୍ଟା ପଂଚାୟତର ଜନୈକ ଯୁବକଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ବିଧାୟକ
Jajapur, Jajpur | Aug 22, 2025
ଦୁଦୁରାଅଣ୍ଟା ପଂଚାୟତର ଜନୈକ ଯୁବକଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ବିଧାୟକ l କୌଣସି ଏକ ରୋଗରେ ପୀଡ଼ିତ ଅବସ୍ଥାରେ ଦୁଦୁରାଅଣ୍ଟା ପଂଚାୟତର ସନ୍ତୋଷ ବିଶ୍ୱାଳଙ୍କର ଅକାଳେ ବିୟୋଗ ହେଇଛି l ଏହି ଖବର ପାଇ ଆଜି ପୂର୍ବତନ ବିଧାୟକ ଯଥା ରାଜ୍ୟ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ ମୃତ ସନ୍ତୋଷଙ୍କ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ବିଧାୟକଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ l