Download Now Banner

This browser does not support the video element.

ତଲସରା: ଜୁଗିଜୁଗେନ ପୋଲ ନିକଟରେ ଟ୍ରକ ଦୁର୍ଘଟଣାରେ ଚାପି ହୋଇ ରହିଗଲେ ଚାଳକ ଓ ହେଲପର ଉଦ୍ଧାର କଲା ଦମକଳ ବାହିନୀ

Talasara, Sundargarh | Aug 22, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରତୁଲା ଜୁଗିଜୁଗେନ ପୋଲ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।ଯାହା ଫଳରେ ଟ୍ରକ ରେ ବୋଝେଇ ହୋଇଥିବା ଲୁହାପ୍ଲେଟ ଚାପି ଦେବାରୁ ଚାଳକ ଓ ହେଲପର ଚାପି ହୋଇ ରହିଥିଲେ। ସବଡେଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରିଥିଲେ।
Read More News
T & CPrivacy PolicyContact Us