This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବାରମାସି ଗାଁରେ ଜନ୍ନି ଉଷା ପୂଜାରେ ଯୋଗଦେଲେ ବିଧାୟକ
Nabarangapur PS, Nabarangpur | Oct 7, 2025
ନବରଙ୍ଗପୁର ବ୍ଲକ,ବାସନି ପଞ୍ଚାୟତର ବାରମାସୀ ଗାଁ' ରେ କୁମାରୀ ମାନଙ୍କର ଜନ୍ନି ଉଷା ପୂଜାରେ ଯୋଗଦେଇଥଇଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏବଂ ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶ, ଗାଁରେ ଆୟୋଜିତ ବୃନ୍ଦାବତୀ ପୂଜାରେ ଯୋଗଦେଈ ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝିଥିଲେ ବିଧାୟକ, ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ